ସମ୍ବଲପୁର: ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମରେ ଫଟୋ ଛାଡ଼ିଥିବା ୨ ଜଣ ଯୁବକଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ବାହାଲପଡ଼ାର ଅଜୟ ସୁନା ଓ ବଡ଼ବଜାରର ଶକ୍ତି ସିଂ। ଉଭୟେ ଇନ୍ଷ୍ଟାଗ୍ରାମରେ ବନ୍ଧୁକ ଧରି ଫଟୋ ଛାଡ଼ିଥିଲେ।
ସେମାନଙ୍କୁ ପୁଲିସ ମଙ୍ଗଳବାର କୋର୍ଟଚାଲାଣ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିଛି।