ବ୍ରଜରାଜନଗର, ୧୮ା୭ (ଇମିସ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗଣେଶ ନଗର ବବୁଲ ତନ୍ତି (୪୮)କୁ ବ୍ରଜରାଜନଗର ପୁଲିସ ଗିରଫ କରିବା ସହ ତା’ ନିକଟରୁ ଏକ ପିସ୍ତଲ ଜବତ କରିଛି। ଶନିବାର ରାତିରେ ବବୁଲ ପିସ୍ତଲ ଧରି ବୁଲୁଥିବା ଖବର ପାଇ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଚଢ଼ଉ କରିଥିଲେ।
ରବିବାର ଅଭିଯୁକ୍ତ ବବୁଲକୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/15-14.jpg)