ସମ୍ବଲପୁର: ରୋଟାରୀ କ୍ଲବ ସମ୍ବଲପୁର ଗତ୨୮ ତାରିଖ ଟିମ୍ ଇମାଜୀନ ଦ୍ବାରା ମଝିପାଲିସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଗଛ ଲଗାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କ୍ଲବର ସଭାପତି ରଣଜୀତ ସିଂ ହୁଡା ଓ ସମ୍ପାଦକ ଚିନ୍ମୟ ଶତପଥୀ, ଉପସଭାପତି ସୁଶାନ୍ତ ମହାପାତ୍ର, ଅନନ୍ୟା ନାଏକ, ପ୍ରକଳ୍ପ ନିର୍ଦେଶକ ତରଣୀ ଲାଲ ପାଣିଗ୍ରାହୀଙ୍କ ସହିତ କ୍ଲବର ବରିଷ୍ଠ ସଦସ୍ୟସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।  ସୁଚନାଯୋଗ୍ୟ ଯେ ରୋଟାରି କ୍ଲବ ସମ୍ବଲପୁର ୧୯୭୦ରୁ ସଦାସର୍ବଦା ଜନହିତକର କାର୍ଯ୍ୟ କରିଆସୁଛି।

Advertisment

publive-image