ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସିବେ। ସକାଳ ୧୦ଟା ୩୦ରେ କେନ୍ଦ୍ରାପଡ଼ାରେ ଓ ମଧ୍ୟାହ୍ନ ୧୨ଟାରେ ବାଲେଶ୍ବରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ମୋଦୀଙ୍କର ଏହା ପଞ୍ଚମ ଓଡ଼ିଶା ଗସ୍ତ। ସମ୍ଭବତଃ ଏହା ମୋଦୀଙ୍କର ଓଡ଼ିଶାକୁ ଶେଷ ନିର୍ବାଚନୀ ଗସ୍ତ ହୋଇପାରେ। ସେହିପରି ଆସନ୍ତା ୨୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ।
ଆଜି ଆସୁଛନ୍ତି ମୋଦୀ
/sambad/media/post_attachments/wp-content/uploads/2019/04/Modi1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)