ଭୁବନେଶ୍ବର: ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥାନା ପ୍ରତିଷ୍ଠା ହେବ ବୋଲି ଜଣାଯାଇଛି। ଏନେଇ ବିଧାନସଭାରେ ଗୃହ ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି। ଜେଲରେ ଅନେକ ସଂସ୍କାର ଆଣିବା ପାଇଁ ବି ଏହି ବୈଠକରେ ଆଲୋଚନା ହୋଇଥିବା ନେଇ କମିଟିର ଅଧ୍ୟକ୍ଷ କିଶୋର ମହାନ୍ତି ସୂଚନା ଦେଇଛନ୍ତି।
ଉକ୍ତ ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ପୁଲିସ ଡିଜି ଅଭୟ ଓ ଗୃହ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/28oriHOTmohan.jpg)