ଭୁବନେଶ୍ୱର: ପୁଲିସ, ହାବିଲଦାର, କନଷ୍ଟେବଲ ଓ ସିପାହୀ ମହାସଂଘ ବୁଧବାର କାର୍ଯ୍ୟବନ୍ଦ ନିଷ୍ପତ୍ତି ନେଇଛି। ମହାସଂଘର ନିଷ୍ପତ୍ତି ଅନୁସାରେ ଆଗାମୀ ଫେବ୍ରୁଆରି ୫ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ। ୪ ଦଫା ଦାବିରେ ସରକାରଙ୍କ ସହ ଆଲୋଚନା ବିଫଳ ହେବାରୁ ଆନ୍ଦୋଳନ ହେବ। ମହାସଂଘର କର୍ମଚାରୀମାନେ ଆସନ୍ତା ୪ ତାରିଖରେ କଳା ବ୍ୟାଜ୍ ପିନ୍ଧି ଧାରଣାକୁ ଓହ୍ଲାଇବେ। ୫ ତାରିଖରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି।
ପୁଲିସ-ହାବିଲଦାର-କନଷ୍ଟେବଲ-ସିପାହୀ ମହାସଂଘର କାର୍ଯ୍ୟବନ୍ଦ ନିଷ୍ପତ୍ତି, ୫ରୁ ଆନ୍ଦୋଳନ
/sambad/media/post_attachments/wp-content/uploads/2018/12/05_12_2018-bribecasedelhipolice_18716623.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)