ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ବିଜେଡି ନେତା ଭି.କେ.ପାଣ୍ଡିଆନ୍ଙ୍କ ଫଟୋ ଥିବା ପୋଷ୍ଟରଗୁଡ଼ିକ ରାସ୍ତାପାର୍ଶ୍ବରେ ଲାଗିଥିବା ଦେଖିବାକୁ ମିଳିଛି। କେଉଁ ପୋଷ୍ଟରରେ ଓଡ଼ିଆରେ ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ ବୋଲି ଉଲ୍ଲେଖ କରାଯାଇଛି ତ’ ଆଉ କେଉଁଥିରେ ହିନ୍ଦୀରେ ‘ଭାଜପା କୀ ବିଜୟ କେ ସୂତ୍ରଧାର ପାଣ୍ଡୁ ଧନ୍ୟବାଦ’ ବୋଲି ଲେଖାଯାଇଛି। କେବଳ ଗୋଟିଏ ସ୍ଥାନରେ ଲାଗିଥିବା ପୋଷ୍ଟର ତଳେ ‘ସଞ୍ଜୁ ପଣ୍ଡିତ’ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟ ପୋଷ୍ଟରଗୁଡ଼ିକରେ ଏହି ଧନ୍ୟବାଦ ବାର୍ତ୍ତା ଜଣାଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ ନାହିଁ।
ଝାରସୁଗୁଡ଼ା ସହର ସାରା ପୋଷ୍ଟର: ‘ବିଜେପି ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’
/sambad/media/post_attachments/wp-content/uploads/2024/06/sfhshhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)