ଏଣିକି ପିପିଏଫ୍‌, ସୁକନ୍ୟା ଯୋଜନାରେ କମ ସୁଧ ମିଳିବ

ଭୁବନେଶ୍ୱର: ବିଭିନ୍ନ କ୍ଷୁଦ୍ର ସଂଚୟ ଯୋଜନାରେ ଏଣିକି  କମ ପରିମାଣରେ ସୁଧ ମିଳିବ । ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୟମାସିକରେ (ଏପ୍ରିଲରୁ ଜୁନ) ସୁଧ ଦର ହ୍ରାସ ପାଇଛି । ଫଳରେ ପିପିଏଫ ଓ ସୁକନ୍ୟା ଯୋଜନାରେ ହିତାଧିକାରୀଙ୍କୁ ସୁଧ କମ୍ ମିଳିବ । ପିପିଏଫରେ ସୁଧହାର ୭.୦୧କୁ ହ୍ରାସ ପାଇଛି। ସେହିପରି ସୁକନ୍ୟା ଯୋଜନାରେ ସୁଧ ହାର ୭.୦୬କୁ କମିଛି। ପୂର୍ବରୁ ପିପିଏଫରେ ସୁଧହାର ୭.୦୯ ଥିବା ବେଳେ ସୁକନ୍ୟା ଯୋଜନାରେ ୮.୦୪  ସୁଧହାର ଥିଲା।

ସମ୍ବନ୍ଧିତ ଖବର