ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଅର୍ଥତତ୍ୱ ଚିଟ୍ଫଣ୍ଡ ମାମଲାରେ ଆଜି କମ୍ପାନିର ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୨ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସିଜେଏମ୍ଙ୍କ କୋର୍ଟରେ ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ଓ ଏଜେଣ୍ଟ ମନୋଜ ପଟ୍ଟନାୟକଙ୍କ ନାଁରେ ଠକେଇ ମାମଲା ରହିଛି। ଏହି ମାମଲାରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପ୍ରଦୀପଙ୍କ ଓକିଲ ଜାମିନ୍ ପାଇଁ ଆବେଦନ କରିଥିବା ବେଳେ ସିଜେଏମ୍ ପ୍ରଣତୀ ସାହା ଉଭୟଙ୍କ ଜାମିନ୍ ନାମଂଜୁର କରିଥିଲେ। ଫଳରେ ପୁଣିଥରେ ଉଭୟଙ୍କୁ କଡ଼ା ସୁରକ୍ଷାରେ ମଣ୍ଡଳ କାରାଗାରକୁ ନିଆଯାଇଥିଲା।
ପ୍ରଦୀପ ସେଠୀଙ୍କ ଜାମିନ୍ ନାମଂଜୁର କଲେ ସିଜେଏମ୍
/sambad/media/post_attachments/wp-content/uploads/2018/02/pradeep.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)