ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ‘ ଦି ଟଲ ମ୍ୟାନ’ର ଉନ୍ମୋଚନ ହେବ। ଅପରାହ୍ଣରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗଡ଼ା ଓ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ। ଏହି ତିନି ନେତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି।
ଭୁବନେଶ୍ୱରରେ ପ୍ରଣବ ମୁଖାର୍ଜୀ, ଏଚ ଡି ଦେବଗୌଡ଼ା ଓ ଲାଲକୃଷ୍ଣ ଆଡଭାନୀ
/sambad/media/post_attachments/wp-content/uploads/2018/01/Adhvani_Pranab-Mukharjee_Deve-Gowda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)