ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଟ୍ବିଟ କରି ସେ ଲେଖିଛନ୍ତି ଯେ ଶିମିଳିପାଳ ଜଳୁଛି ଓ ସମଗ୍ର ଏସିଆ ପାଇଁ ଏହା ଏକ ଭଲ ସଂକେତ ନୁହେଁ । ତେବେ ଦୁଃଖର ବିଷୟ ହେଉଛି ଏହା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିପାରୁନାହିଁ ।

Advertisment

ଏହି ସମସ୍ୟା ସମ୍ପର୍କରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାକୁ ସେ କେନ୍ଦ୍ର ପରିବେଶ, ଜଙ୍ଗଲ ତଥା ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକରଙ୍କୁ ଅନୁରୋଧ କରିଛନ୍ତି । ଆହୁରିମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

publive-image image credit : @TheGreatAshB

ଗତକାଲି କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନଶିମିଳିପାଳରେବନାଗ୍ନିଯୋଗୁଁସଂକଟଜନକପରିସ୍ଥିତିଦେଖାଦେଇଥିବାବିଷୟରେମୟୁରଭଞ୍ଜରରାଜକୁମାରୀଅକ୍ଷୀତାମଞ୍ଜରୀଭଞ୍ଜଦେଓକରିଥିବାଟୁଇଟକୁରିଟୁଇଟ୍କରିକେନ୍ଦ୍ରଜଙ୍ଗଲପରିବେଶମନ୍ତ୍ରୀପ୍ରକାଶଜାଭଡେକରଏବଂମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକଙ୍କଦୃଷ୍ଟିଆକର୍ଷଣକରିଥିଲେ

ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନପାଇଁନିର୍ଦ୍ଦେଶଦେଇଛନ୍ତିକେନ୍ଦ୍ରଜଙ୍ଗଲପରିବେଶମନ୍ତ୍ରୀପ୍ରକାଶଜାଭଡେକରସେଟୁଇଟ୍କରିଲେଖିଛନ୍ତି- ମୁଁଅଧିକାରୀଙ୍କୁତୁରନ୍ତକାର୍ଯ୍ୟାନୁଷ୍ଠାନଗ୍ରହଣକରିମତେଜଣାଇବାକୁନିର୍ଦ୍ଦେଶଦେଇଛି