ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଗର୍ବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ ରାଇରଙ୍ଗପୁର ୱାର୍ଡ ନଂ ୨ରେ ଶନିବାର ଦିନ ମତଦାନ କରିଛନ୍ତି। ତେବେ ମତଦାନ ଆରମ୍ଭ ହେବାର ଦୀର୍ଘ ସମୟ ପରେ ଭୋଟ ଦାନ ଆରମ୍ଭ ହୋଇଛି। ଯାହାକୁ ନେଇ ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଇତିଶ୍ରୀ ମୁର୍ମୁ ଭୋଟ ଦେଇ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରନ୍ତୁ ବୋଲି ଅପିଲ୍ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp