ଭୁବନେଶ୍ୱର: ଆଜି ରାତି ସାଢ଼େ ୭ଟାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ମାଧ୍ୟମରେ ମୁଖ୍ୟ ସଚିବ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି।
ଆଜି ରାତି ସାଢ଼େ ୭ଟାରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା
/sambad/media/post_attachments/wp-content/uploads/2020/04/Asit-Tripathy-2-1-1024x667-750x430.jpg)