ବୌଦ୍ଧ: ଏକ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ବୌଦ୍ଧ ସ୍ବତନ୍ତ୍ର ଜେଲରେ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ୨୦୧୬ରେ ବାଉଁଶୁଣି ଥାନା ଜମଘାଟି ଗ୍ରାମର ରବୀନ୍ଦ୍ର ମେହେର ସ୍ଥାନୀୟ ଇଣ୍ଡିଆନ ଅଏଲ୍ ପେଟ୍ରୋଲ ଟାଙ୍କି ପଛପଟେ ନିଜ ବଡ଼ବାପା ଓ ବଡ଼ମା’ଙ୍କୁ ହତ୍ୟା କରିଥିଲେ।
କୋର୍ଟରେ ବିଚାର ହୋଇ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା। ଆତ୍ମହତ୍ୟା ବିଷୟରେ ଜେଲ୍ଅଧୀକ୍ଷକ ଆଲୋକ କରଙ୍କୁ ପଚାରିବାରେ ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hang.jpg)