ଭୁବନେଶ୍ବର: ଫନି ବାତ୍ୟା ଯୋଗୁଁ ପ୍ରବଳ ବେଗରେ ପବନ ବହିବା ହେତୁ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ‘ସମ୍ବାଦ ଡଟ୍ ଇନ୍’ ଫନି ବାତ୍ୟା ସଂପର୍କରେ ଦେଇ ଆସୁଥିବା ତାଜା ଖବର ପାଠକଙ୍କ ନିକଟରେ ପହଞ୍ଚାଇପାରୁ ନାହିଁ। ଇଣ୍ଟରନେଟ ସେବା ପୁର୍ନବାହଲ ହେଲେ ପୁଣି ଥରେ ତାଜା ଖବର ଆମେ ପ୍ରକାଶ କରିବୁ। ଏହାକୁ ସଜାଡ଼ିବା ଲାଗି ଆମର ବୈଷୟିକ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ମାତ୍ର ବାତ୍ୟା ହେତୁ ଦୂରସଂଚାର ବ୍ୟବସ୍ଥାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାରୁ ଏଥିଲାଗି ସମୟ ଲାଗିପାରେ। ଯଥାଶୀଘ୍ର ସମ୍ଭବ ଖବର ପ୍ରକାଶନ ଆରମ୍ଭ କରିବାର ଆଶା ରଖି ପାଠକଙ୍କଠାରୁ ସହଯୋଗ କାମନା କରୁଛୁ।
ବାତ୍ୟା ଯୋଗୁଁ ‘ସମ୍ବାଦ ଡଟ୍ ଇନ୍’ର ଖବର ପ୍ରସାରଣ ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2018/05/sambad-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)