ପ୍ରଫେସର ଦୀପକ ବେହେରା ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

0

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଆଜି ପ୍ରଫେସର ଦୀପକ ବୋହେରାଙ୍କୁ ରାଜ୍ୟପାଳ ଡ. ଏସ ସି ଜମୀର ନିଯୁକ୍ତି ଦେଇଛନ୍ତି। ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ନୃତତ୍ତ୍ୱ ବିଭାଗର ପ୍ରଫେସର ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବେହେରାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଛି

ସମ୍ବନ୍ଧିତ ଖବର

Leave A Reply

Your email address will not be published.