ଭୁବନେଶ୍ବର : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରାଙ୍କୁ ପଦୋନ୍ନତି ଦିଆଯାଇଛି। ପୂର୍ବରୁ ଶ୍ରୀ କୋରକୋରା ଓଡ଼ିଶା ପ୍ରଶାସନିକ ସେବା(ସୁପରିଅର ଆଡମିନିଷ୍ଟେଟିଭ୍ ଗ୍ରେଡ)ଥିବା ବେଳେ ଏବେ ସ୍ବତନ୍ତ୍ର ସଚିବ ପାହ୍ୟା ମିଳିଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp