୨୨ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଓ ବଦଳି

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ସତୀଶ ପ୍ରସାଦ ପାଢୀଙ୍କୁ କୋରାପୁଟ ଆଇୟୁସିଏଡବ୍ଲୁକୁ, ବାଙ୍କ ବିହାରୀ ମୁର୍ମୁଙ୍କୁ ରେଲେଵ ଓ କୋଷ୍ଟାଲ ସିକ୍ୟୁରିଟିକୁ, ଆଟ୍‌କୋ କୁଜୁର ସମ୍ବଲପୁର ଆଇୟୁସିଏଡବ୍ଲୁକୁ, ସୁରେଶ କୁମାର ନାଏକ କେନ୍ଦୁଝର ଆଇୟୁସିଏଡବ୍ଲୁକୁ, ସୁରେଶ କୁମାର ଦାସ ଖୋର୍ଦ୍ଧାକୁ, ଗୋପାଳକୃଷ୍ଣ ବେହେରା ଓଏଲ୍‌ଏକୁ, ମମତା ଲକ୍ଷ୍ମୀ ଜଗଦେବ ଭୁବନେଶ୍ବର ସିକ୍ୟୁରିଟି ଵିଙ୍ଗକୁ, ବିଜୟ ର˚ଜନ କେର୍କେଟା ଭଦ୍ରକ ଆଇୟୁସିଏଡବ୍ଲୁକୁ, ବେଣୁଧର ଭୋଇ କଳାହାଣ୍ତି ଆଇୟୁସିଏଡବ୍ଲୁକୁ, ରବିନ୍ଦ୍ର କୁମାର ରାଉତ ବୌଦ୍ଧକୁ, ଜଗଜୀବନ ପଟେଲ ସୋନପୁର ଆଇୟୁସିଏଡବ୍ଲୁକୁ, ବିଜୟ ଲକ୍ଷ୍ମୀ ଆଚାର୍ଯ୍ୟ କଟକ ଏଚ୍‌ଆର‌୍‌ପିସିକୁ, ପରମେଶ୍ବର କିସାନ ଭିଜିଲାନ୍ସକୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପୁରୀ ଆଇୟୁସିଏଡବ୍ଲୁକୁ, ବାମଦେବ ସି˚ହ ଗଜପତିକୁ, ସୁରେନ୍ଦ୍ର ମାଝୀ ସୁନ୍ଦରଗଡ଼କୁ, ପ୍ରଦୀପ କୁମାର ଦଳାଇ ଗଞ୍ଜାମକୁ, ବିଳାସିନୀ ନାୟକ ସିଏଡବ୍ଲୁ ଆଣ୍ତ ସିଡବ୍ଲୁକୁ, ସଚିଦାନନ୍ଦ କୁଆ ଝାରସୁଗୁଡ଼ାକୁ, ଦିଲ୍ଲୀପ ଚନ୍ଦ୍ର ବାଘ ବରଗଡ଼ ଆଇୟୁସିଏଡବ୍ଲୁକୁ, କୃତିବାସ ଜେନା କେନ୍ଦ୍ରାପଡ଼ା ଆଇୟୁସିଏଡବ୍ଲୁକୁ, ପ୍ରଦ୍ୟୁମ୍ନ କୁମାର ମିଶ୍ର ବରଗଡ଼କୁ ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର