ସମ୍ବଲପୁର : ସମ୍ବଲପୁର ନାରୀବନ୍ଦି ନିକେତନରୁ ସଜ୍ଜା କାଟିବା ପରେ ଘରକୁ ଫେରିଥିବା ୨ ଜଣ ମହିଳାଙ୍କୁ ସିଲାଇ ମେସିନ୍ ପ୍ରଦାନ କରାଯାଇଛି। ରୋଜଗାର ପାଇଁ ଉଭୟ ମହିଳାଙ୍କୁ ନାରୀବନ୍ଦୀ ନିକେତନର ଅଧୀକ୍ଷକ ରୁନିବାଳା ଦେଇଙ୍କ ଉପସ୍ଥିତିରେ ଲାୟନ୍ସ କ୍ଲବ ପକ୍ଷରୁ ଏହି ୨ ମେସିନ୍ ପ୍ରଦାନ କରାଯାଇଛି।
ସଜ୍ଜା କାଟିଥିବା ୨ ମହିଳାଙ୍କୁ ସିଲାଇ ମେସିନ୍ ପ୍ରଦାନ
/sambad/media/post_attachments/wp-content/uploads/2023/07/sambalpur-ddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)