ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨: ପୁରୀ

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧. ଅସ୍ତରଙ୍ଗ -୧୫, ଆରତୀ ନାୟକ, ୮, ମିଳିତ ମେଣ୍ଟ
୨. କଣାସ -୨୮, ପ୍ରଭାତୀ ରାଉତ, ୧୫, ବିଜେପି
୩. କାକଟପୁର -୧୬, ଶ୍ରୀଧର ନାୟକ, ୮, କଂଗ୍ରେସ
୪. ସତ୍ୟବାଦୀ -୨୪, ସୁନୀଲ କୁମାର ପଣ୍ଡା, ୧୪, ବିଜେଡି
୫. ଡେଲାଙ୍ଗ- ୨୧, ବାସନ୍ତୀ ସାହୁ, ୧୨, ବିଜେଡି
୬. ପିପିଲି -୨୫, ଦେବସ୍ବନୀ ନନ୍ଦ, ୧୬, ବିଜେଡି
୭. ଗୋପ -୩୧, ଝୁନୁ ମଲ୍ଲିକ, ନିର୍ଦ୍ବନ୍ଦ୍ବ, ବିଜେଡି
୮. ନିମାପଡ଼ା- ୩୨, ଶଙ୍କର ଭୋଇ, ୨୪ ବିଜେଡି
୯. ବ୍ରହ୍ମଗିରି -୨୫, ରତ୍ନମାଳା ବେହେରା, ୧୮, ବିଜେଡି
୧୦. କୃଷ୍ଣପ୍ରସାଦ -୨୧, ସରୋଜିନୀ ତରାଇ, ୧୪, ବିଜେଡି
୧୧. ପୁରୀ ସଦର -୩୦, ଦିବାକର ପାତ୍ର , ୨୨, ବିଜେଡି

ସମ୍ବନ୍ଧିତ ଖବର