ପୁରୀ: ଶ୍ରୀମନ୍ଦିରରେ ଅଘଟଣ। କାଳବୈଶାଖୀ ବର୍ଷା ପବନ ନୀଳଚକ୍ର ବାନା ବାଉଁଶ ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଣ୍ଟା ପବନ ସହ ବର୍ଷା ଏହି ବାନା ବାଉଁଶ ଭାଙ୍ଗିପଡ଼ିଥିଲା। ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା କହିଛନ୍ତି ସେବାୟତ।
ଶ୍ରୀମନ୍ଦିରରେ ଅଘଟଣ: କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିପଡ଼ିଲା ନୀଳଚକ୍ର ବାନା ବାଉଁଶ
/sambad/media/post_attachments/wp-content/uploads/2021/05/pu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)