ରଥଯାତ୍ରା: କେତେବେଳେ କ’ଣ

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ମଙ୍ଗଳ ଆଳତି- ଭୋର ୩ଟା
ମଇଲମ- ଭୋର ୩ଟା ୧୫
ତଡ଼ପ ଲାଗି-‌ ଭୋର ସାଢ଼େ ୩ଟା
ରୋଷହୋମ- ଭୋର ୪ଟା
ଅବକାଶ- ଭୋର ସାଢ଼େ ୪ଟା
ସୂର୍ଯ୍ୟପୂଜା- ଭୋର ୪ଟା ୪୫
ଦ୍ୱାରପାଳ ପୂଜା ଓ ବେଶ ଶେଷ- ଭୋର ୫ଟା
ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡ଼ି ଭୋଗ)- ଭୋର ସାଢ଼େ ୫ଟାରୁ ୬ଟା ୪୫
ରଥ ପ୍ରତିଷ୍ଠା – ସକାଳ ୬ଟା ୪୫
ମଙ୍ଗଳାର୍ପଣ- ସକାଳ ୬ଟା ୪୫
ପହଣ୍ଡି ଆରମ୍ଭ- ସକାଳ ୭ଟା
ପହଣ୍ଡି ଶେଷ- ପୂର୍ବାହ୍ଣ ୧୦ଟା
ମଦନ ମୋହନ ବିଜେ- ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା
ଚିତା ଲାଗି- ପୂର୍ବାହ୍ଣ ସାଢ଼େ ୧୦ଟାରୁ ୧୧ଟା
ବେଶ ଶେଷ- ପୂର୍ବାହ୍ଣ ୧୧ଟାରୁ ସାଢ଼େ ୧୧ଟା
ଛେରା ପହଁରା- ପୂର୍ବାହ୍ଣ ସାଢ଼େ ୧୧ଟାରୁ ମଧ୍ୟାହ୍ନ ୧୨ଟା ୧୫
ଚାରମାଳ ଫିଟା, ଘୋଡ଼ଲାଗି ଓ ସାରଥୀ ଲାଗିବା- ପୂର୍ବାହ୍ଣ ୧୧ଟା ୪୫ରୁ ମଧ୍ୟାହ୍ନ ସାଢ଼େ ୧୨ଟା
ରଥଟଣା ଆରମ୍ଭ- ମଧ୍ୟାହ୍ନ ୧୨ଟା
ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ

ସମ୍ବନ୍ଧିତ ଖବର