ପୁରୀ : ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମାମାନେ ସେବକମାନେ ଆଜି ରଥଖଳାରେ ଯୋଖା ହଣା କାମକୁ ଆଗେଇ ନେଇଛନ୍ତି। ନନ୍ଦିଘୋଷ ରଥର ଯୋଖା ହଣା କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି ଦୁଇ ତାଳଧ୍ବଜ ଓ ଦର୍ପଦଳନର ଯୋଖାହଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଚିତ୍ରକର ସେବକମାନେ ନାଟଗୁଡ଼ୁ କାମକୁ ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ ପାର୍ଶ୍ବଦେବାଦେବୀଙ୍କ ମୂର୍ତିରେ ରଙ୍ଗ କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ଗୟଳ, ଯୋଖା ଆଦି କଣ୍ଟା କାମକୁ ଆଗେଇ ନେଇଛନ୍ତି।ପୁରୀ,୨୧|୬(ଇମିସ): ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମାମାନେ ସେବକମାନେ ଆଜି ରଥଖଳାରେ ଯୋଖା ହଣା କାମକୁ ଆଗେଇ ନେଇଛନ୍ତି। ନନ୍ଦିଘୋଷ ରଥର ଯୋଖା ହଣା କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି ଦୁଇ ତାଳଧ୍ବଜ ଓ ଦର୍ପଦଳନର ଯୋଖାହଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଚିତ୍ରକର ସେବକମାନେ ନାଟଗୁଡ଼ୁ କାମକୁ ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ ପାର୍ଶ୍ବଦେବାଦେବୀଙ୍କ ମୂର୍ତିରେ ରଙ୍ଗ କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ଗୟଳ, ଯୋଖା ଆଦି କଣ୍ଟା କାମକୁ ଆଗେଇ ନେଇଛନ୍ତି।
ରଥଖଳା ଚଳଚଞ୍ଚଳ : ଚାଲିଛି ଯୋଖା ହଣା, ନାଟଗୁଡ଼ୁ କାମ
/sambad/media/post_attachments/wp-content/uploads/2019/06/ratha-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)