ରାୟଗଡା : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ଆଜି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତର ରଖିଛନ୍ତି। ଘଟଣାର ତଦନ୍ତ କରାଯିବ ଏବଂ ପ୍ରଭୁ ଜଗନ୍ନାଥଙ୍କ ଉପରେ ସମସ୍ତଙ୍କ ଭରସା ରହିଥିବା ସେ କହିଛନ୍ତି।