କେବିସିରେ ସୁଦର୍ଶନଙ୍କ ବାଲୁକା କଳା ନେଇ ପ୍ରଶ୍ନ

ପୁରୀ: ଏକ ଜାତୀୟ ଟିଭି ଚ୍ୟାନେଲରେ ପ୍ରସାରିତ କେବିସି(କୌନ ବନେଗା କରୋଡ୍‌ପତି)ରେ ଆଜି ପୁରୀର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ ପ୍ରଶ୍ନ କରାଯାଇଛି। କଳା ପାଇଁ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ପଟ୍ଟନାୟକ ନିଜ କଳାରେ କଣ ବ୍ୟବହାର କରନ୍ତି ବୋଲି କେବିସି ହଟ୍‌ସିଟରେ ବସିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାକୁ ନେଇ ପୁରୀରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର