ରବି ମଲ୍ଲିକ ଓ ଅରୁଣ ପଣ୍ଡା ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର : କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଓ ଗଞ୍ଜାମର ବିଜେଡି ନେତା ଅରୁଣ ପଣ୍ଡାଙ୍କୁ ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କାର କରିଛନ୍ତି। ଦୁଇନେତାଙ୍କ ବହିଷ୍କାର ନେଇ ବିଜେଡି ପକ୍ଷରୁ ପ୍ରେସ୍ ଇସ୍ତାହାରରେ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର