ବ୍ରଜରାଜନଗର ବିଜେପି ପ୍ରାର୍ଥିନୀ ରାଧାରାଣୀଙ୍କ ସମ୍ପତ୍ତି ୩ କୋଟି

ବ୍ରଜରାଜନଗର ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ହେଉଛି ୩ କୋଟି ୨୦ ଲକ୍ଷ ୪୪ ହଜାର ୧୭୬ ଟଙ୍କା। ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କ‌ୋଟି ୨୭ ଲକ୍ଷ ୨୪ ହଜାର ୧୭୬ ହୋଇଥିବାବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୯୩ ଲକ୍ଷ ୨୦ ହଜାର ଟଙ୍କା ସତ୍ୟପାଠରେ ଉଲ୍ଲେଖ ଅଛି। ଗତ ନିର୍ବାଚନରେ ତାଙ୍କ ସଂପତ୍ତି ମୂଲ୍ୟ ୧ କୋଟି ୭୩ଲକ୍ଷ ଟଙ୍କା ଥିଲା।

ସମ୍ବନ୍ଧିତ ଖବର