ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ | କଟକ ଜିଲ୍ଲା ସାଲେପୁରରେ ବିଶାଳ ସମାବେଶ କରିବାର ସମ୍ଭାବନା ଥିବାବେଳେ ରାୟଗଡା, ବ୍ରହ୍ମପୁରରେ ମଧ୍ୟ କଂଗ୍ରେସ ପାଇଁ ରାହୁଲ ପ୍ରଚାର କରିବେ | ଓଡିଶା ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି |
ସେ କହିଛନ୍ତି ଯେ ଆସନ୍ତାକାଲି ଭିତରେ ରାହୁଲଙ୍କ କାର୍ଯ୍ୟକ୍ରମ ଫାଇନାଲ ହେବ | ସେହିପରି ବଲାଙ୍ଗୀରକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ଆସି ପ୍ରଚାର କରିବା ପାଇଁ ଅନୁରୋଧ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/28rahul.jpg)