୮ ସୁଦ୍ଧା ଆସିବେ ରାହୁଲ

ଭୁବନେଶ୍ବର : ଚଳିତ ମାସ ଶେଷ ଆଡ଼କୁ କିମ୍ବା ଆସନ୍ତା ଜାନୁଆରି ମାସ ୮ ତାରିଖ ସୁଦ୍ଧା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ଆଜି ଏ ନେଇ ସୂଚନା ଦେଇଛନ୍ତିି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ନେଇ ନିର୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି।

ସମ୍ବନ୍ଧିତ ଖବର