ବରଗଡ଼ : ବରଗଡ଼ ଜିଲ୍ଲା କୃଷି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସାର ଦୋକାନ ଉପରେ ଚଢ଼ଉ କରାଯାଇଛି। ବରଗଡ଼ର ମଂଗଳ ଟ୍ରେଡର୍ସ, ଶିବଶଂକର ଟ୍ରେଡର୍ସ, ଜନସହାୟକ, ରେଂଗାଲି କ୍ୟାମ୍ପର ଚୌଧୁରୀ ଷ୍ଟୋର୍, ପଦ୍ମପୁରର ମାଧବ ବିହନ ଭଣ୍ଡାର, ବିଜେପୁରର ସାଇ ଟ୍ରେଡର୍ସ, ଅତାବିରାର ପେଷ୍ଟିସାଇଡ୍ସ ଓ ଫର୍ଟିଲାଇଜର୍ ଦୋକାନ ଉପରେ ଚଢ଼ଉ ହୋଇଛି। କିଛି ଦୋକାନୀଙ୍କ କାଗଜପତ୍ରରେ ଅନିୟମିତତା ଥିବା ଜଣାପଡ଼ିବା ପରେ ନୋଟିସ୍ ଜାରି କରାଯାଇଛି। ଚଢ଼ଉ ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ସାର ଦୋକାନରେ ବ୍ୟାପକ ଚଢ଼ଉ
/sambad/media/post_attachments/wp-content/uploads/2022/02/6a289e68-2502-4b61-8415-193dd9de2a70.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)