ବାଲେଶ୍ବର: ବେଆଇନ୍‌ କରତକଳ ଉପରେ ଚଢ଼ଉ କରି ଭିଜିଲାନ୍ସ ବିଭାଗ ବିପୁଳ ପରିମାଣରେ କାଠ ଜବତ କରିଛି। ବାଲେଶ୍ବର ଭିଜିଲାନ୍ସ ଟିମ୍‌ ବୁଧବାର ସିଙ୍ଗଲା ଥାନା ଅନ୍ତର୍ଗତ ବିଶ୍ବନାଥପୁର ଗାଁରେ ଚାଲିଥିବା ବେଆଇନ କରତକଳ ଉପରେ ଚଢ଼ଉ କରିଛି।। ଭିଜିଲାନ୍ସ ଟିମ୍‌ ବିପୁଳ ପରିମାଣର କାଠଗଣ୍ଡି ଜବତ କରିଛନ୍ତି। ଜବତ ହୋଇଥିବା କାଠଗଣ୍ଡିର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଟିମ୍‌ ଘଟଣାର ଅଧିକ ତଦନ୍ତ କରୁଛି।

Advertisment

publive-image