ରହଣି ଦାବି କରି ଢେଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଅଟକାଇଲା ଜିଲ୍ଲା ଓକିଲ ସଂଘ

ଢେଙ୍କାନାଳ: ଢେଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ରହଣିଦାବି କରି ଜିଲ୍ଲା ଓକିଲ ସଂଘ ଆହ୍ଵାନକ୍ରମେ ଆଜି ଢେଙ୍କାନାଳଠାରେ ୨୦ ମିନିଟ୍‌ରୁ ଅଧିକ ସମୟ ଧରି ରାଜଧାନୀ ଏକ୍ସପ୍ରେସକୁ ଅଟକା ଯାଇଛି। ୩ଟି ପ୍ରମୁଖ ରାଜନୈତିକ ଦଳ ଯଥା କଂଗ୍ରେସ, ବିଜେଡି ଓ ବିଜେପି ଦଳ ସହିତ ବିଭିନ୍ନ ସଙ୍ଗଠନ ଜିଲ୍ଲା ଓକିିଲ ସଂଘର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ଢେଙ୍କାନାଳ ଷ୍ଟେସନରେ ଆଜି ସକାଳ ୯ଟା ବେଳେ ଶହଶହ ସଂଖ୍ୟାରେ ଆନ୍ଦୋଳନକାରୀ ରୁଣ୍ଡ ହୋଇ ରେଳରୋକ ଚଳାଇଛନ୍ତି।

ସମ୍ବନ୍ଧିତ ଖବର