ଭୁବନେଶ୍ୱର : ଆସନ୍ତାକାଲି ଭାୟା ସମ୍ବଲପୁର ସହର ଓ ରାଉରକେଲା ଦେଇ ନୂଆଦିଲ୍ଲୀ ଯିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍ (୨୦୮୧୭) ଭୁବନେଶ୍ୱର ଷ୍ଟେସନ୍ରୁ ୨ ଘଣ୍ଟା ୨୦ ମିନିଟ୍ ବିଳମ୍ବରେ ଛାଡ଼ିବ। ଏହି ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନ୍ରୁ ସକାଳ ୭ଟା ୧୦ ପରିବର୍ତ୍ତେ ସକାଳ ୯ଟା ୩୦ରେ ଛାଡ଼ିବ। ଏହି ରୁଟ୍ରେ ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକ ବିଳମ୍ବରେ ଚାଲୁଥିବାରୁ ରେଳ ବିଭାଗ ପକ୍ଷରୁ ସମୟରେ ଏପରି ପରିବର୍ତ୍ତନ କରାଯାଇଥିବା ଜଣାଯାଇଛି।
ଭୁବନେଶ୍ୱରରୁ ବିଳମ୍ବରେ ଛାଡ଼ିବ ରାଜଧାନୀ ଏକ୍ସପ୍ରେସ
/sambad/media/post_attachments/wp-content/uploads/2018/07/rajdhani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)