ଭୁବନେଶ୍ବର : ପ୍ରବାସରେ ରହି ମଧ୍ୟ ଓଡ଼ିଶାକୁ ଅତି ପାଖରୁ ଦେଖୁଥିବା ତଥା ଓଡ଼ିଶାର ସମାଜ, ସଂସ୍କୃତି, ସାହିତ୍ୟ ଓ ରାଜନୀତି ଖବର ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବା ବିଶିଷ୍ଟ ସ୍ତମ୍ଭକାର ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଆଜି (୪ ତାରିଖ) ଅଶୀ ବର୍ଷ ପୂରିଲା। ଏଇ ଅବସରରେ ‘ସମ୍ବାଦ’ ପରିବାର ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp