ସମ୍ବଲପୁର: ୟୁକୋ ବ୍ୟାଙ୍କ୍ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ମୁଖ୍ୟ ଭାବେ ରାଜେଶ କୁମାର ଦାୟିତ୍ବ ଗ୍ରହଣ କରିଛନ୍ତି।
୨୦୦୬ ମସିହାରେ ବ୍ୟାଙ୍କ୍ କ୍ଷେତ୍ରରେ ଯୋଗ ଦେଇଥିବା ରାଜେଶ ଏହା ପୂର୍ବରୁ କୋଲକାତା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/18-9.jpg)