ହରଭଙ୍ଗା : ହରଭଙ୍ଗା ବ୍ଲକ୍ ଧଳପୁର ପଞ୍ଚାୟତ କଙ୍କଲା ଗାଁର ସୁଶାନ୍ତ ବେହେରାଙ୍କ ବାଡ଼ିରୁ ଏକ ବିରଳ ଆମ୍ବ ତୋଳାଯାଇଥିଲା। ଏହା ଗୋଟିଏ ଚଢ଼େଇ ଭଳି ଦିଶୁଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା।
/sambad/media/post_attachments/wp-content/uploads/2021/06/22adaead-a201-4c83-8290-d9a7ff2634ec.jpg)
ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ କହିବା ମତେ ଏହି ଆମ୍ବକୁ ଲକ୍ଷ୍ୟ କରିବା ପରେ ବଡ଼ ହେବା ପର୍ଯ୍ୟନ୍ତ ଗଛରୁ ନ ତୋଳି ଛାଡ଼ିଦେଇଥିଲେ। ବଡ଼ହେବା ପରେ ଶନିବାର ତୋଳିଥିଲେ। ଆମ୍ବଟିର ଓଜନ ପ୍ରାୟ ୨ଶହ ଗ୍ରାମ୍ ହେବ ଓ ଏହା ୪-୫ ଦିନରେ ପାଚିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/a585360d-d949-4791-b4b6-af1be51b0f79.jpg)