ରାୟଗଡ଼ା: ଲଘୁଚାପ କାରଣରୁ ଦୁଇ ଦିନ ଧରି ଧାରା ବର୍ଷା ଯୋଗୁଁ ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ବନ୍ଦ୍ରୀ ନାଳ କୂଳ ଲଙ୍ଘନ କରିଛି। ନାଳ ଉପରେ ଥିବା ଏକ କଲ୍ଭର୍ଟ ଉପରେ ପାଞ୍ଚ ଫୁଟ୍ ଉଚ୍ଚର ପାଣି ସୁଅ ଚାଲିଛି। ନାଳ କୂଳବର୍ତ୍ତୀ ଅଞ୍ଚଳରେ ଥିବା ଆଦିବାସୀ ସାହି ଏବଂ ଅଦୂରସ୍ଥ ଗ୍ରାମଗୁଡ଼ିକରେ ପାଣି ମାଡ଼ି ଯିବାରୁ ପ୍ରାୟ ୧୫୦୦ ଲୋକ ଗାଁ’ରୁ ବାହରି ଯାଇ ଉଚ୍ଚସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ବୋଲି କୁହାଯାଉଛି।
ରାୟଗଡ଼ା: ଧାରା ବର୍ଷା ଯୋଗୁଁ କୂଳ ଲଙ୍ଘିଲା ବନ୍ଦ୍ରୀ ନାଳ: ପାଣି ଘେରରେ ୧୫୦୦ ଲୋକ
/sambad/media/post_attachments/wp-content/uploads/2017/10/final_bstSnapshot_970381.jpg)