ରାୟଗଡ଼ା ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧ ରାୟଗଡ଼ା, ୨୮, ଟୁନି ହୁଇକା, ୧୭, ବିଜେଡି
୨ ଗୁଣପୁର ,୧୯, ଝିଲି ଶବର, ୧୫, ସ୍ବାଧୀନ
୩ ମୁନିଗୁଡ଼ା, ୧୭, ଦୁଃଖିନୀ ନୁଣ୍ଡୃକା, ନିର୍ଦ୍ବନ୍ଦ୍ବ, ବିଜେଡି
୪ ବିଷମକଟକ, ୨୧, ଯଶୋଦା ହୁଇକା, ନିର୍ଦ୍ବନ୍ଦ୍ବ, ବିଜେଡି
୫ ଚନ୍ଦ୍ରପୁର, ୮, କୋଇନୁ କିମାକା, ନିର୍ଦ୍ବନ୍ଦ୍ବ, ବିଜେଡି
୬ କୋଲନରା, ୧୭, ସଂଯୁକ୍ତା କୁଲେସିକା, ୧୧, ବିଜେଡି
୭ ପଦ୍ମପୁ,ର ୧୩, ମଣିମାଳା ଶବର, ୯, ବିଜେଡି
୮ କାଶୀପୁର, ୨୪, କଣ୍ଠେଶ୍ବର ମାଝୀ, ୧୩, ବିଜେଡି
୯ କଲ୍ୟାଣସିଂହପୁର, ୧୪, ଅମ୍ରିତା କାଡ୍ରାକା, ନିର୍ଦ୍ବନ୍ଦ୍ବ, ବିଜେଡି
୧୦ ଗୁଡ଼ାରୀ, ୯, ଲକ୍ଷ୍ମୀ ଶବର, ୫, ବିଜେଡି
୧୧ ରାମନାଗୁଡ଼ା, ୧୨, ରବି ଗମାଙ୍ଗ, ୮, କଂଗ୍ରେସ

ସମ୍ବନ୍ଧିତ ଖବର