ରାୟଗଡ଼ା ସିଡିଏମଓ ଶିବ ପ୍ରସାଦ ପାଢ଼ୀ ନିଲମ୍ବିତ

ଭୁବନେଶ୍ବର : ଜରୁରୀକାଳିନ ସେବା ସମୟରେ କର୍ତ୍ତବ୍ୟରେ ଅବହେଳା ପାଇଁ ରାୟଗଡ଼ା ଜିଲ୍ଲା ଡାକ୍ତରଖାନା ସିଡିଏମଓ ଡ. ଶିବ ପ୍ରସାଦ ପାଢୀଙ୍କୁ ସରକାର ନିଲମ୍ବନ କରିଛନ୍ତି। ଶ୍ରୀ ପାଢ଼ୀଙ୍କ ନିଲମ୍ବନ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଶ୍ରୀ ପାଢ଼ୀଙ୍କ ସ୍ଥାନରେ ଡାକ୍ତରଖାନାର ଅଧ୍ୟକ୍ଷ ଥିବା ଡ. ଶକ୍ତି ବ୍ରତ ମହାନ୍ତିଙ୍କୁ ରାୟଗଡ଼ା ସିଡିଏମଓ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର