ସମ୍ବଲପୁର : ମହାକାଶ ଗବେଷଣା କ୍ଷେତ୍ରରେ ରେଙ୍ଗାଲିର ଯୁବ ବୈଜ୍ଞାନିକ ରୋନକ୍ ଅଗ୍ରଵାଲ୍ କୃତିତ୍ବ ହାସଲ କରିଛନ୍ତି। ରୋନକ୍ ଓ ତାଙ୍କ ସହଯୋଗୀ ଅପୂର୍ବ ମାସୁକ ଓ ସୁଦର୍ଶନ ସାମଲଙ୍କ ଦ୍ବାରା ପ୍ରତିଷ୍ଠିତ ‘ସ୍ପେସ୍ ଫିଲ୍ଡ’ ଗବେଷଣା କେନ୍ଦ୍ର ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ସର୍ବଭାରତୀୟ ମହାକାଶ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ପ୍ରଶଂସା ସାଉଁଟିଛି। ବାୟୁସେନା ମୁଖ୍ୟ ଅନିଲ ଚୌହାନ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଡିଆର୍ଡିଓ ମହାନିର୍ଦ୍ଦେଶକ ଡ. ବିକେ ଦାସ ତାଙ୍କର ଗବେଷଣାକେନ୍ଦ୍ରକୁ ପ୍ରଶଂସା କରିଥିଲେ।
ମହାକାଶ ଗବେଷଣାରେ ରେଙ୍ଗାଲିର ଯୁବ ବୈଜ୍ଞାନିକ ରୋନକ୍ଙ୍କ ଚମକ
/sambad/media/post_attachments/wp-content/uploads/2023/02/sambalpur.jpg)