ସାହାରପଡ଼ା/ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡ଼ା ସେକ୍ସନର କୁଣ୍ଡଳା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମ ପ୍ରଧାନସାହିରୁ ଏକ ହରିଣ ଉଦ୍ଧାର କରାଯାଇଛି। ରବିବାର ଭୋରରେ ଗାଁ ଭିତରକୁ ଏକ ହରିଣ ପଶି ଆସିଥିଲା। ଗାଁର ରାଇଚରଣ ମହାନ୍ତଙ୍କ ବାଡ଼ିରେ ପଶି ଯାଇଥିଲା। ଗ୍ରାମବାସୀ ତାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ହରିଣଟିକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଶପୁର ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ତାଳପଦାରୁ ହରିଣ ଉଦ୍ଧାର
/sambad/media/post_attachments/wp-content/uploads/2021/04/deer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)