‘ସମ୍ବାଦ’ ରାଉରକେଲା ସଂସ୍କରଣର ବିକଳ ଚୌଧୁରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରୁଛନ୍ତି ‘ସମ୍ବାଦ’ର ମାନବସମ୍ବଳ ବିଭାଗ ମହାପ୍ରବନ୍ଧକ ବୈଜୟନ୍ତୀ କର। ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା, ‘କଥା’ର କାର୍ଯ୍ୟକାରୀ ସମ୍ପାଦକ ଆଶିଷ ଗଡ଼ନାୟକ, ବିଜ୍ଞାପନ ମହାପ୍ରବନ୍ଧକ (ପୂର୍ବାଞ୍ଚଳ) ଅର୍ଣ୍ଣବ ମିତ୍ର, ମାନବ ସମ୍ବଳ ଅଧିକାରୀ ଅଂଶୁମାନ ପାତ୍ର ଏବଂ ରାଉରକେଲା ଜିଲ୍ଲା ପ୍ରତିନିଧି ମଳୟରଂଜନ ସାହୁ ଓ ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ।
Sambad: ‘ସମ୍ବାଦ’ କର୍ମଚାରୀଙ୍କୁ ଅବସର ସମ୍ବର୍ଦ୍ଧନା
‘ସମ୍ବାଦ’ ରାଉରକେଲା ସଂସ୍କରଣର ବିକଳ ଚୌଧୁରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରୁଛନ୍ତି ‘ସମ୍ବାଦ’ର ମାନବସମ୍ବଳ ବିଭାଗ ମହାପ୍ରବନ୍ଧକ ବୈଜୟନ୍ତୀ କର। ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା, ‘କଥା’ର କାର୍ଯ୍ୟକାରୀ ସମ୍ପାଦକ ଆଶିଷ ଗଡ଼ନାୟକ, ବିଜ୍ଞାପନ ମହାପ୍ରବନ୍ଧକ....
/sambad/media/media_files/2025/11/09/fshfshfxbvbv-2025-11-09-01-15-51.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)