ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗକୁ ନେଇ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗଣଶିକ୍ଷା ବିଭାଗ ଅଧୀନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ପଦବି ସୃଷ୍ଟି, ୬୪୮ ଅନୁଦାନପ୍ରାପ୍ତ ହାଇସ୍କୁଲକୁ ବିଭାଗ ଅଧୀନକୁ ଆଣିବା, ଊର୍ଦ୍ଦୁ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଛି। ୮ହଜାର ମାଧ୍ୟମିକ ବିଦ୍ୟାଳୟରେ ଆଉଟ୍ସୋର୍ସିଂ ଭାବେ କମ୍ପ୍ୟୁଟର ଶିକ୍ଷକ ପଦ ପୂରଣ ଉପରେ ବିଚାରବିମର୍ଶ କରାଯାଇଛି। ୭ମ ବେତନ କମିସନ ଲାଗୁ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp