ସୋରଡ଼ା : ବାତ୍ୟା ପରବର୍ତ୍ତୀ ବର୍ଷା ଓ ବନ୍ୟାର ମୁକାବିଲା ପାଇଁ ସୋରଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ସନ୍ଧ୍ୟାରେ ପବନ ସହ ବର୍ଷା ଆରମ୍ଭ ହୋଇଥିବାରୁ ଭୂସ୍ଖଳନ ଆଶଙ୍କାରେ ଗାଜଲବାଡ଼ି ନିକଟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୋରଡ଼ା-ଦାରିଙ୍ଗବାଡ଼ି ଘାଟିରାସ୍ତାକୁ ବ୍ୟାରିକେଡ଼ିଂ ସହ ସିଲ୍ କରିଦିଆଯାଇଛି। ଫଳରେ ଯାତାୟାତ ବନ୍ଦ ରହିଛି।
ଭୂସ୍ଖଳନ ଆଶଙ୍କାରେ ଘାଟି ରାସ୍ତା ସିଲ୍
/sambad/media/post_attachments/wp-content/uploads/2021/09/sorada.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)