ଛେଣ୍ଡିପଦା: ଅନୁଗୁଳଜିଲ୍ଲା ଛେଣ୍ଡିପଦା ଜରପଡା ଥାନା ଦୁର୍ଗାପୁର ଗ୍ରାମ୍ୟ ବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗ୍ ବ୍ୟାଙ୍କ ଭିତରେ ପଶି ଲୁଟ୍ କରିଛନ୍ତି।
ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା ଖୋଲାଥିବା ଓ ଭିତର ପରିସ୍ଥିତି ଦେଖି ଡକାୟତି ହୋଇଥିବାର ଜାଣିବାକୁ ପାଇଥିଲେ। ଖବରପାଇ ବ୍ୟାଙ୍କ ଶାଖା ପରିଚାଳକ ଓ କର୍ମଚାରୀମାନେ ପହଞ୍ଚି ତଦନ୍ତ ଚଳେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି।
angul | Crime | Odisha Gramya Bank | Robbery
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/03/durgapur-grama-bank-robbery-2025-07-03-14-32-45.jpeg)