ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାଟଣା : ପାଟଣା ରେଞ୍ଜ ବଲାଣିପଶି ଗ୍ରାମ୍ୟ ଜଙ୍ଗଲରେ ଆଜି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଶତାଧିକ ଆକାଶିଆ ଗଛ ଜଳି ଯାଇଛି। ଘଟଣା ସ୍ଥଳରେ ସାହାରପଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଉକ୍ତ ଗ୍ରାମ୍ୟ ଜମିରେ ଜଳବିଭାଜିକା ତରଫରୁ ପ୍ଲାଣ୍ଟେସନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର