ରାଉରକେଲା: ଲୋକସଭା ତଥା ବିଧାନସଭା ନିର୍ବାଚନ ପୂର୍ବରୁ ରାଉରକେଲା କଂଗ୍ରେସ ଦୁଇଫାଳ ହୋଇଛି। ବିଧାୟକ ପ୍ରାର୍ଥୀ ବି.ଏନ. ପଟ୍ଟନାୟକ ଓ ରଘୁନାଥପାଲି ପାର୍ଥୀ ଗୋପାଳ ଦାସଙ୍କୁ ଦଳରେ କଡା ବିରୋଧ କରାଯାଇଛି।
ଗୁରୁବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାପତି ରବି ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦୁଇ ପାର୍ଥିଙ୍କୁ ପରିବର୍ତ୍ତନ କରିବାକୁ ଦାବି କରାଯାଇଛି। ପରିବର୍ତ୍ତନ କରା ନ ଗଲେ ନିର୍ବାଚନରେ ସହଯୋଗ ନ କରିବାକୁ ଦଳୀୟ ଅସନ୍ତୁଷ୍ଟ ମାନଙ୍କ ପକ୍ଷରୁ ଧମକ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-04-at-12.01.43-PM.jpeg)