ରାଉରକେଲା : ପୂର୍ବତଟ ରେଳବାଇ ସମ୍ବଲପୁର ଡିଭିଜନରେ ଉନ୍ନୟନମୂଳକ କାମ ଯୋଗୁ ରାଉରକେଲା-ପୁରୀ ଏକ୍ସପ୍ରେସ୍ ତିନି ଦିନ ବନ୍ଦ ରହିବ। ରାଉରକେଲା-ପୁରୀ ଏକ୍ସପ୍ରେସ୍ (୧୮୧୨୫) ଆସନ୍ତା ୮, ୧୦ ଓ ୧୨ ତିନି ଦିନ ବାତିଲ କରାଯାଇଛି। ସେମିତି ପୁରୀ -ରାଉରକେଲା (୧୮୧୨୬) ମଧ୍ୟ ୮, ୧୦ ଓ ୧୨ ତାରିଖ ବାତିଲ ହୋଇଛି। ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ରେଳ ଡିଭିଜନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଉରକେଲା-ପୁରୀ ଏକ୍ସପ୍ରେସ୍ ୩ ଦିନ ବାତିଲ
/sambad/media/post_attachments/wp-content/uploads/2023/07/rkl-puri-train.jpg)