କେସିଙ୍ଗା : କେସିଙ୍ଗା ସହରର ବ୍ୟବସାୟୀ ଆଶିଷ ଅଗ୍ରୱାଲଙ୍କ ଘର ନିକଟରେ ଥିବା ଦୋକାନ ସଟର କାଟି ଦୁର୍ବୃତ୍ତ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଚୋରି କରିଛନ୍ତି। ଦୁର୍ବୃତ୍ତ ଚୋରି କରୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି। ଦୁର୍ବୃତ୍ତ ଜଣକ ମୁହଁରେ କପଡ଼ା ଘୋଡ଼ାଇ ହୋଇ ଚୋରି କରିଥିବା ଦେଖିବାକୁ ମିଳିଛି। ଅଭିଯୋଗ ପାଇ କେସିଙ୍ଗା ଆଇଆଇସି ଅଶୋକ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବ୍ୟବସାୟୀଙ୍କ ଦୋକାନରୁ ଦେଢ଼ ଲକ୍ଷ ଚୋରି; ସିସିଟିଭିରେ କଏଦ ହେଲା ଦୃଶ୍ୟ
/sambad/media/post_attachments/wp-content/uploads/2021/04/loot-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)