ଭୁବନେଶ୍ବର : ମିସନ ଶକ୍ତି ବିଭାଗ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ସଶକ୍ତୀକରଣ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟ କରାଯାଉଛି। ୨୦୨୧ବର୍ଷରୁ ମିସନ ଶକ୍ତି ଏକ ନୂତନ ବିଭାଗ କାର୍ଯ୍ୟ କରୁଛି। ୨୦୨୧-୨୨ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୫୩.୩୬ କୋଟି, ରାଜ୍ୟ ସରକାର ୮୬୭.୦୮ କୋଟି ଓ ୨୦୨୨-୨୩ରେ କେନ୍ଦ୍ର ସରକାରଙ୍କ ୬୨୩.୪ କୋଟି, ରାଜ୍ୟ ସରକାରଙ୍କ ୧୩୭୬.୬ କୋଟିର ବ୍ୟୟବରାଦ କରାଯାଇଛି। ସମୁଦାୟ ୩୪୨୦ କୋଟିର ବ୍ୟୟବରାଦ ହୋଇଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ମିସନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍।
ଏସ୍ଏସ୍ଜିଙ୍କ ସଶକ୍ତୀକରଣ ପାଇଁ ୩୪୨୦ କୋଟିର ବ୍ୟୟବରାଦ
/sambad/media/post_attachments/wp-content/uploads/2021/12/mission-sakti-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)